ଏବେ ସୁରକ୍ଷିତ ହେବ ୟୁପିଆଇ ଅନଲାଇନ ପେମେଣ୍ଟ

0 96

ନୂଆଦିଲ୍ଲୀ, : ଭାରତ ଡିଜିଟାଲାଇଜେଶନ କ୍ଷେତ୍ରରେ ନିରନ୍ତର ଅ ।ଗକୁ ବଢ଼ୁଛିୟ ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି । ଡିଜିଟାଲ ପେମେଣ୍ଟରେ ଏବେ ଏକ ବଡ଼ ପରିବର୍ତ୍ତନ ଆଣି କ୍ରେଡିଟ ଏବଂ ଡେବିଟ କାର୍ଡ ପାଇଁ ଏକ ଡିଭାଇସ ଟୋକନାଇଜେଶନ ସମାଧାନ ଲଞ୍ଚ କରିଛି । ଏହା ସାହାଯ୍ୟରେ, ଉପଭୋକ୍ତାମାନେ ଚଷକ୍ଟଦ୍ଭରଚର ମାଧ୍ୟମରେ ସପିଂ ସମୟରେ ବିଲ ପେମେଣ୍ଟ, ରିଚାର୍ଜ, ଟିକେଟ ବୁକିଂ, ବୀମା ପଲିସି କ୍ରୟ ଏବଂ ଅନ୍ଲାଇନ ପେମେଣ୍ଟ ଅଧିକ ସୁରକ୍ଷିତ ଉପାୟରେ କରିପାରିବେ । ଏହା ଅନ୍ଲାଇନ ଠକେଇ ହ୍ରାସ କରିବ ଏବଂ ପେମେଣ୍ଟକୁ ସହଜ କରିବ । ଡିଭାଇସ ଆଧାରିତ ଟୋକନାଇଜେଶନ ଉପରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁସାରେ, ଟୋକନାଇଜେଶନ ଅର୍ଥ ହେଉଛି ଆପଣଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡ ବିବରଣୀକୁ ଏକ ଟୋକନ ସହିତ ବଦଳାଇବାୟ ଡିଭାଇସ ଟୋକନାଇଜେଶନ ଏକ ସୁରକ୍ଷିତ ପଦ୍ଧତି ଯାହା ମାଧ୍ୟମରେ ଆପଣଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡ ବିବରଣୀକୁ ଏକ ଅନନ୍ୟ ଟୋକନରେ ରୂପାନ୍ତରିତ କରାଯାଏୟ ଏହା ସହିତ, ଏହି ଟୋକନ କେବଳ ସେହି ଡିଭାଇସରେ ବୈଧ ହେବ ଯେଉଁଠାରୁ ଏହାକୁ ଜେନେରେଟ
କରାଯାଇଛି । ଏହା ଠକେଇ ଏବଂ ତଥ୍ୟ ଲିକ ହେବାର ଆଶଙ୍କା ହ୍ରାସ କରେ ଏବଂ ଦେୟ ମଧ୍ୟ ସୁରକ୍ଷିତ ରହିଥାଏ । ଫୋନପେର ଟୋକନାଇଜେଶନ ଦ୍ୱାରା କାରବାର ଦ୍ରୁତ ହେବୟ ଏହା ଚେକଆଉଟ ଡ୍ରପଅଫ ହ୍ରାସ କରିବୟ ଏହା ସହିତ ବ୍ୟବହାରକାରୀମାନଙ୍କୁ ପ୍ରତ୍ୟେକ ଥର ସେମାନଙ୍କର କାର୍ଡ ବିବରଣୀ ଦେବାକୁ ପଡିବ ନାହିଁ । ଏହା ସହିତ,ଓଟିପି ଏବଂ ଉଠଠ ପ୍ରବେଶ ନକରି ପେମେଣ୍ଟ ସଫଳତା ହାର ବୃଦ୍ଧି ପାଇବ । ଏହା ବ୍ୟବସାୟୀ ମାନଙ୍କୁ ଟୋକନାଇଜଡ କାର୍ଡର ବର୍ଦ୍ଧିତ ନେଟୱାର୍କର ସୁଯୋଗ ନେବାରେ ମଧ୍ୟ ସାହାଯ୍ୟ କରିବୟ ପ୍ରଥମ ପର୍ଯ୍ୟାୟରେ ଭିସା କ୍ରେଡିଟ ଏବଂ ଡେବିଟ କାର୍ଡ ପାଇଁ ଟୋକନାଇଜେଶନ ସୁବିଧା ଆରମ୍ଭ କରିଥିଲା । ପରେ, ଏଥିରେ ଏବଂ ଆମେରିକାନ୍ ଏକ୍ସେପ୍ରେସ ଭଳି ଅନ୍ୟାନ୍ୟ କାର୍ଡ ନେଟୱାର୍କ ଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।

Leave A Reply

Your email address will not be published.