ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି

ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି । ସେହି ଦର୍ଶନକୁ
ପାଥେୟ କରି ନିଜକୁ ଜୀବଜନ୍ତୁଙ୍କ ସେବାରେ ନିୟୋଜିତ କରି ଆସୁଛନ୍ତି ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର
ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ ।

#DumaniTv #DumaniTv #DumaniMail
Comments (0)
Add Comment