ବିଧାୟକ ଅନନ୍ତ ଜେନାଙ୍କୁ କରୋନା

ଭୁବନେଶ୍ୱର : ବିଧାୟକ ଅନନ୍ତ ଜେନାଙ୍କୁ କରୋନା । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଟ୍ୱିଟ୍ କରି ନିଜେ ସୂଚନା ଦେଲେ ବିଧାୟକ ଅନନ୍ତ ଜେନା ।

ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା କରିବାକୁ ପରାମର୍ଶ ।

Comments (0)
Add Comment