ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତ୍ୟା ଘଟଣା ର ତଦନ୍ତ କରି ୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନୟାଗଡ଼ ଜିଲ୍ଲା SP ଙ୍କୁ ନିର୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ | Read more