ଜନସାଧାରଣଙ୍କ ସହ ମିଶିଲେ ରାଜ୍ୟପାଳ

ଭୁବନେଶ୍ୱର,: ଭୁବେନଶ୍ୱର ରାଜଭବନ ଉଦ୍ୟାନ ସବର୍ସାଧାରଣଙ୍କ ପରିଦଶର୍ନ ପାଇଁ ଆଜିଠାରୁ ଖୋଲାଯାଇଛି । ପ୍ରଥମ ଦିନେର ଶୀତୁଆ ଅପରାହ୍ନସେତ୍ତ୍ୱ ତିନି ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରାଜଭବନର ମେନାରମ ଉଦ୍ୟାନ
ପରିଦଶର୍ନ କରିଥେôଲ । ଏହି ଅବସରେର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍‌ପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଜନସାଧାରଣଙ୍କ ସହ ମିଶି ବାର୍ତ୍ତାଳାପ କରିଥେôଲ । ନିଜର ପିତାମାତା / ଅଭିଭାବକଙ୍କ  ସହ ଆସିଥିବା ଛୋଟ ଛୋଟ ଶିଶୁମାନଙ୍କ ସହ ମିଶିବା ସହିତ ସେମାନଙ୍କୁ ଚେକୋଲଟ୍ ଏବଂ ପେନ୍ ପ୍ରଦାନ କରିଥେôଲ । ଏତଦ୍‌ବ୍ୟତୀତ ଉଦ୍ୟାନ ପରିଦଶର୍ନ କରୁଥିବା ଭିନ୍ନକ୍ଷମମାନଙ୍କ ସହ ମିଶି ବାର୍ତ୍ତାଳାପ କରିଥେôଲ ।
ସୂଚନୋଯାଗ୍ୟେଯ ଦଶର୍କମୋନ ରାଜଭବନ ଉଦ୍ୟାନର ନୈସର୍ଗିକ ଶୋଭାରାଜି, ବିଭିନ୍ନ କିସମର ବୃକ୍ଷ ଲତା, ପୁଷ୍ପରାଜି, ମ୍ୟୁଜିକ୍‌ ଫାଉଣ୍ଟେନ୍‌, ହରିଣ ଉଦ୍ୟାନ, ମୟୁର ତଥା ଅନ୍ୟାନ୍ୟ ପକ୍ଷୀ, ମୁକ୍ତ ଆକ୍ୱାରିୟମ୍ ପରିଦଶର୍ନ କରି
ସୌନ୍ଦର୍ଯ୍ୟ ଉପେଭାଗ କରିଥେôଲ । ସୂଚନୋଯାଗ୍ୟେଯ, ଚଳିତ ଜାନୁଆରୀ ମାସ ୨୨ ତାରିଖ ପର୍ଯ୍ୟନ୍ତ ସବର୍ସାଧାରଣଙ୍କ ପରିଦଶର୍ନ ପାଇଁ ରାଜ ଭବନ ଉଦ୍ୟାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ମୋବାଇଲ୍ ଆପ୍‌ ପଂଜିକରଣ ମାଧ୍ୟମେର ସବର୍ସାଧାରଣଙ୍କ ପ୍ରେବଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ
ଉଦ୍ୟାନ ପରିଦଶର୍ନ ପାଇଁ କୌଣସି ପ୍ରେବଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥିନିମେନ୍ତ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦଶର୍ନ, ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍େ‌ଲାଡ଼ କରିବାକୁ ପଡ଼ିବ । ଓଡ଼ିଶାର
ରାଜଭବନ ୱେବ୍‌ସାଇଟେର ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼ ମାଧ୍ୟମେର ମୋବାଇଲ୍ ଆପ୍ ମଧ୍ୟ ଡାଉନ୍େ‌ଲାଡ କରାଯାଇପାରିବ । ଉପେରାକ୍ତ ଧାର୍ଯ୍ୟ ତାରିଖ ଅବଧି ମଧ୍ୟେର ଅପରାହ୍ନ ଘ ୨.୩୦ମି. ରୁ ୫ ଘଟିକା ପର୍ଯ୍ୟନ୍ତ
ସବର୍ସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦଶର୍ନ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦଶର୍ନ ପାଇଁ ବ୍ୟବସ୍ଥା କରାଯାଇଛି । ଏସଂପକର୍ରେ ଏ.ଡ଼ି.ସି / ଚିଫ୍‌ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ
କତ୍ତୃର୍ପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦଶର୍ନ ନିମେନ୍ତ ଅନେୁରାଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦଶର୍ନ ସମୟ ପ୍ରତିଦିନ (ରବିବାର ବ୍ୟତୀତ) ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏ ସଂପକର୍ରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କତ୍ତୃର୍ପକ୍ଷ ୱେବ୍‌ସାଇଟ୍ ପରିଦଶର୍ନ କରିପାରେିବ । ସ୍କୁଲ ଛାତ୍ରଛାତ୍ରୀମୋନ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂବର୍କ ଶିକ୍ଷକ / ଶିକ୍ଷୟିତ୍ରୀ / ସ୍କୁଲ କମର୍ଚାରୀଙ୍କ ତତ୍ତ୍ୱାବଧାନେର ଆସିବାକୁ ସୂଚନା ଦିଆଯାଇଛି । େଉଲ୍ଲଖେଯାଗ୍ୟେଯ ସମସ୍ତ ଉଦ୍ୟାନ ଦଶର୍ନାର୍ଥୀମାନଙ୍କ ପାଇଁ ନ୍ୟୁ ଅଭେିଷକ ହଲ୍ ନିକଟସ୍ଥ ୩ ନମ୍ବର ଗେଟ୍େ‌ର ପ୍ରେବଶ ଏବଂ ସିକ୍ୟୁରିଟି
ବାରାକ ନିକଟସ୍ଥ ଗେଟ୍େ‌ର ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।

Comments (0)
Add Comment